ବିଚାରଣୀୟ Bichaāraṇīya

  • ସଂ. ବିଣ—(ବି+ଚର. ଧାତୁ ଣିଚ୍=ଚାରି ଧାତୁ+ କର୍ମ. ଅନୀୟ) — ବିବେଚ୍ୟ; ବିଚାରଯୋଗ୍ୟ — Deserving consideration; requiring to be examined