ବିଚାରକ Bichāraka

  • ସଂ. ବିଣ. ପୁଂ—(ବି+ଚର ଧାତୁ ଣିଚ= ଚାରିଧାତୁ+କର୍ତ୍ତୃ.ଅକ) ଯେ ବିଚାର କରେ — Deciding; deliberating; considering
  • ବି. — ବିଚାରପତି; ଜଜ; ବିଚାରକର୍ତ୍ତା; ବିବାଦ ମୀମାଂସକ — A judge; adjudicator; the decider of a dispute
  • ବି. — ସମାଲୋଚକ — A critic
  • ବି. — ଯେଉଁ ବ୍ୟକ୍ତି ସମ୍ୟକ୍ ଭାବରେ ବୁଝି ସୁଝି ନିଷ୍ପତ୍ତି କରେ — A good and intelligent thinker
  • ବି. — ପରୀକ୍ଷକ — Examiner