ବିଚଣା Bichaṇā

  • ଦେ. ବି.—(ସଂ. ବ୍ୟଜନ) — ବ୍ୟଜନ; ପଙ୍ଖା — Fan
  • ଦେ. ବି.—(ସଂ. ବ୍ୟଜନ) — (ଉ. ବିଞ୍ଚଣାରେ ବହୁତ ଯତ୍ନରେ ବିଞ୍ଚିଲେ। କୃଷ୍ଣସିଂହ. ମହାଭାରତ. ସଭା।)
  • ଦେ. ବି.—(ସଂ. ବ୍ୟଜନ) — ବ୍ୟଜନଚାଳନ — Fanning