ବିଚରା Bicharā

  • ବୈଦେ.ପୁଂ (ଆ.ବେଚାରା=ଶକ୍ତିଶୂନ୍ଯ; ତୁଳ.ସଂ.ବିରାକ ଅନୁକମ୍ପାର୍ଥକ ପ୍ରୟୋଗ) — ଦୀନ ବା ଦୁଃଖୀ ଲୋକଟି; ବାପୁଡା — The poor man
  • ବୈଦେ.ପୁଂ (ଆ.ବେଚାରା=ଶକ୍ତିଶୂନ୍ଯ; ତୁଳ.ସଂ.ବିରାକ ଅନୁକମ୍ପାର୍ଥକ ପ୍ରୟୋଗ) — (ଉ:— ଭଗିଆ ବିଚରା ବଡ଼ ସାଦାସିଧା ଲୋକ—ଫକୀରମୋହନ ଛମାଣଆଠଗୁଣ୍ଠ)
  • ବୈଦେ.ପୁଂ (ଆ.ବେଚାରା=ଶକ୍ତିଶୂନ୍ଯ; ତୁଳ.ସଂ.ବିରାକ ଅନୁକମ୍ପାର୍ଥକ ପ୍ରୟୋଗ) — ଉପର୍ଯ୍ୟୁକ୍ତ ଜୀବ ବା ବ୍ୟକ୍ତି — That poor being
  • ବୈଦେ.ପୁଂ (ଆ.ବେଚାରା=ଶକ୍ତିଶୂନ୍ଯ; ତୁଳ.ସଂ.ବିରାକ ଅନୁକମ୍ପାର୍ଥକ ପ୍ରୟୋଗ) — ଅନାଥ, ଅସହାୟ ବ୍ୟକ୍ତିଟି; ଅକ୍ଷମ ବ୍ୟକ୍ତି — The helpless being
  • ବୈଦେ.ପୁଂ (ଆ.ବେଚାରା=ଶକ୍ତିଶୂନ୍ଯ; ତୁଳ.ସଂ.ବିରାକ ଅନୁକମ୍ପାର୍ଥକ ପ୍ରୟୋଗ) — [ଦ୍ର—ସାଧାରଣତଃ ଏହା ଅନ୍ୟ ଶବ୍ଦର ପରେ ଲାଗେ। ଯଥା—କୁଆ ହଗିଦେଇ ଚମ୍ପଟ, ବଗ ବିଚରା ମଲା।]
  • ଦେ. ବିଣ — ଉପାୟାନ୍ତରହୀନ; ନିରାଶ୍ରୟ — Resourceless; helpless