ବିଚରଣ କରିବା Bicharaṇa karibā

  • ଦେ. କ୍ରି (ସଂ. ବିଚରଣ) — ବୁଲିବା — To walk; to roam
  • ଦେ. କ୍ରି (ସଂ. ବିଚରଣ) — (ଉ—ବିଚରିଥିଲେ ଇନ୍ଦ୍ରଦେବ ସଙ୍ଗେ ଧରି କୃଷ୍ଣସିଂହ. ମହାଭାରତ ସଭା।)