ବିଚକ୍ଷୁଃ Bichakshuḥ

  • ସଂ. ବିଣ (ବହୁବ୍ରୀହି; ବି=ବିଗତ, ନାହିଁ+ଚକ୍ଷୁସ୍=ନେତ୍ର ଯାହାର) — ଚକ୍ଷୁର୍ହୀନ — Blind
  • ସଂ. ବିଣ (ବହୁବ୍ରୀହି; ବି=ବିଗତ, ନାହିଁ+ଚକ୍ଷୁସ୍=ନେତ୍ର ଯାହାର) — ବିଚଳିତମନା; ବିମନା; ବିଷଣ୍ଣ — Dejected
  • ସଂ. ବିଣ (ବହୁବ୍ରୀହି; ବି=ବିଗତ, ନାହିଁ+ଚକ୍ଷୁସ୍=ନେତ୍ର ଯାହାର) — ଉଦ୍ବେଗ ଯୁକ୍ତ — Anxious; concerned
  • ସଂ. ବିଣ (ବହୁବ୍ରୀହି; ବି=ବିଗତ, ନାହିଁ+ଚକ୍ଷୁସ୍=ନେତ୍ର ଯାହାର) — ବିପର୍ଯ୍ଯସ୍ତ — Upturned; inverted