ବିକିର Bikira
- ସଂ. ବି,—(ବି+କୃ ଧାତୁ=ବିକ୍ଷେପ କରବା+କର୍ତ୍ତୃ. ଅ) — ପକ୍ଷୀ — Bird
- ସଂ. ବି,—(ବି+କୃ ଧାତୁ=ବିକ୍ଷେପ କରବା+କର୍ତ୍ତୃ. ଅ) — (+କର୍ମ. ଅ)-କୁଶ — A sacred grass; poa Synosuroides
- ସଂ. ବି,—(ବି+କୃ ଧାତୁ=ବିକ୍ଷେପ କରବା+କର୍ତ୍ତୃ. ଅ) — ପୂଜା ବା ଶ୍ରାଦ୍ଧ କାଳରେ ବିଘ୍ନ ନିବାରଣାର୍ଥେ ବିକ୍ଷିପ୍ତ ତଣ୍ଡୁଳାଦି — Grains of rice scattered about at the place of a ṡrāddha
- ସଂ. ବି,—(ବି+କୃ ଧାତୁ=ବିକ୍ଷେପ କରବା+କର୍ତ୍ତୃ. ଅ) — (+ଭାବ. ଅ) ବିକିରଣ — Scattering about; diffusion
- ସଂ. ବି,—(ବି+କୃ ଧାତୁ=ବିକ୍ଷେପ କରବା+କର୍ତ୍ତୃ. ଅ) — ଅଗ୍ନିଦଗ୍ଧ ବ୍ୟକ୍ତିକୁ ପିଣ୍ଡଦାନ — Funeral cakes offered to the soul of a burnt person
- ସଂ. ବି,—(ବି+କୃ ଧାତୁ=ବିକ୍ଷେପ କରବା+କର୍ତ୍ତୃ. ଅ) — କୂଅ (ହି. ଶ) — Well