ବିକିବା ଭାଙ୍ଗିବା Bikibā bhāṅgibā
- ଦେ. କ୍ରି—(ସହଚର ଶବ୍ଦ) — ଅନେକ ପଦା ବିକ୍ରୟ କରିବା — To sell away many things
- ଦେ. କ୍ରି—(ସହଚର ଶବ୍ଦ) — [ଦ୍ର—ପୂର୍ବପୁରୁଷର ପ୍ରତିଷ୍ଠା ବିଶାଳ ବିକି ଭାଙ୍ଗି ଯାଉଥିବ କେତେ କାଳ। ରାଧାନାଥ. ଦରବାର।]
- ଦେ. କ୍ରି—(ସହଚର ଶବ୍ଦ) — [ଦ୍ର—ସୁନା ରୂପାର ଅଳଙ୍କାର ଆଦିକୁ ଭାଙ୍ଗି ଆଉଟାଇ ବିକ୍ରି କରିବା ଭାବରୁ ଦ୍ୱିତୀୟ ସହଚର ଶବ୍ଦ ବ୍ୟବହୃତ।]