ବିକଷିତ Bikashita

  • ସଂ. ବିଣ. (ବି+କଶ୍ ଧାତୁ=ପ୍ରକାଶିତ ହେବା+କର୍ତ୍ତୃ ତ) — ବିକାଶପ୍ରାପ୍ତ — Expended
  • ସଂ. ବିଣ. (ବି+କଶ୍ ଧାତୁ=ପ୍ରକାଶିତ ହେବା+କର୍ତ୍ତୃ ତ) — ଉଦ୍ଭିନ୍ନ — Unfolded
  • ସଂ. ବିଣ. (ବି+କଶ୍ ଧାତୁ=ପ୍ରକାଶିତ ହେବା+କର୍ତ୍ତୃ ତ) — ପ୍ରସ୍ଫୁଟିତ — Full blown; bloomed
  • ସଂ. ବିଣ. (ବି+କଶ୍ ଧାତୁ=ପ୍ରକାଶିତ ହେବା+କର୍ତ୍ତୃ ତ) — ବ୍ୟକ୍ତ — Manifest; exhibited