ବିକା Bikā

  • ଦେ. ବି. (ସଂ. ବିକ୍ରୟ; ପ୍ରା. ବିକ୍କଅ) — ବିକ୍ରୟ; ବିକିବା — Sale; selling
  • ଦେ. ବି. (ସଂ. ବିକ୍ରୟ; ପ୍ରା. ବିକ୍କଅ) — ଚାଉଳ ବିକିବାରେ ବ୍ୟବହୃତ ମାଣ ବା ପାତ୍ର — A measure for selling rice
  • ବି ଓ ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — (ସଂ. ବିକ୍ରେତା) ବିକ୍ରେତା — Selling; seller; vender
  • ବି ଓ ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଗାଈ ବିକା ଚାଷୀ ନାସ୍ତିକ ବ୍ରାହ୍ମଣଙ୍କୁ ଯେ ଦେବ ଗାଈ ଯିବ ସେ ବଡ଼ ନର୍କକୁ—କୃଷ୍ଣସିଂହ ମହାଭାରତ ସଭା।
  • ବି ଓ ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ବିକ୍ରୀତ — Sold
  • ବି ଓ ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ଶରଣାଗତ; ଆଶ୍ରିତ; ଚିରାନୁଗତ — Over-bound or obliged to a person
  • ବି ଓ ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — ତୁମ୍ଭ ବିନୁ ଗତି ନାହିଁ ଏ ଜଗତେ ବିକା ମୁଁ ତୁମ୍ଭ ପୟରେ—ରାଧାନାଥ, ଯଯାଚି।
  • ବି ଓ ବିଣ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ) — (ସଂ. ବିକ୍ରେୟ) (ବଳଦକୁ ଗାଳି) ଅକର୍ମଣ୍ୟ ଅତଏବ ଅନ୍ୟକୁ ବିକ୍ରି କରିବାର ଯୋଗ୍ୟ (ବଳଦ) — (a bullock) Unfit for work and thus deserving to be sold away