ବିକଶେଇବା Bikaṡeibā
- ଦେ. (ପଦ୍ୟ) କ୍ରି—(ସଂ. ବି+ କଶ ଧାତୁ) — ବିକଶିବା କ୍ରିୟାର ଣିଜନ୍ତ ରୂପ — The causative form of Bikasibā.)
- ଦେ. (ପଦ୍ୟ) କ୍ରି—(ସଂ. ବି+ କଶ ଧାତୁ) — ଦେଖା— ଇବା; ବିକଶିତ କରାଇବା; ବିକଶିତ କରିବା — To cause to expand or become manifest; to exhibit
- ଦେ. (ପଦ୍ୟ) କ୍ରି—(ସଂ. ବି+ କଶ ଧାତୁ) — (ଫୁଲ) ଫୁଟାଇବା — To cause to bloom