ବିକଶିବା Bikaṡibā
- ଦେ. ବି—(ସଂ. ବି+କଶ ଧାତୁ) — ବିକଶିତ ହେବା — To be manifest
- ଦେ. ବି—(ସଂ. ବି+କଶ ଧାତୁ) — (ଫୁଲ) ଫୁଟିବା — (flower) To bloom
- ଦେ. ବି—(ସଂ. ବି+କଶ ଧାତୁ) — ଶତପୁଷ୍ପ ବିକଶଇ ବିଶ୍ୱପ୍ରାଣ ରମି। ମଧୁସୂଦନ, ବସନ୍ତ ଗାଥା।
- ଦେ. ବି—(ସଂ. ବି+କଶ ଧାତୁ) — ବିସ୍ତୃତ ହେବା — To be expa- nded