ବିକଟ Bikaṭa

  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ଅତି ବୃହତ୍ — Gigantic
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ଅତି ଭୟଙ୍କର — Frightful; very fierce; horrible
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ଅତି କଦର୍ଯ୍ଯ; କୁତ୍ସିତ — Hideous; ugly
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ପ୍ରଶସ୍ତ; ବିସ୍ତୀର୍ଣ୍ଣ — Wide; spacious; broad (Apte)
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ଗର୍ବିତ; ଦୃପ୍ତ — Proud; haughty (Apte)
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ଦନ୍ତୁର; ଦାନ୍ତୁରା — Having large or prominent teeth (Apte)
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ସୁନ୍ଦର — Beautiful (Apte)
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ଭ୍ରୂକୁଟୀଯୁକ୍ତ (ମୁଖ) — Frowning (face) (Apte)
  • ସଂ. ବିଣ. (ବହୁବ୍ରୀହି; ବି=ବିପୁଳ, ବିକୃତ+କଟ=ଆକୃତି, ଅବସ୍ଥା ଯାହାର) — ବିକୃତ — Changed in appearance (Apte)
  • ସଂ. ବି — ବ୍ରଣ; ବଥ — Boil; tumour (Apte)
  • ସଂ. ବି — ବିସ୍ଫୋଟକ (ପ୍ରକୃତିବାଦ) — Blister; eruption