ବିକଟାଇବା Bikaṭāibā

  • ଦେ. କ୍ରି. (ସଂ. ବିକଟାୟିତ) — (ମୁହଁକୁ) ବ୍ୟାଦାନ କରି ଭୟଙ୍କର କରିବା — To yawn hideously; to gape horribly
  • ଦେ. କ୍ରି. (ସଂ. ବିକଟାୟିତ) — ଭ୍ରୂକୁଟୀ କରିବା — To frown