ବିକଟା Bikaṭā

  • ସଂ. ବି. ସ୍ତ୍ରୀ — ବଜ୍ରବାରାହୀ; ଦେବୀବିଶେଷ — Name of a Goddess
  • ସଂ. ବିଣ. ସ୍ତ୍ରୀ — ବିକଟର ସ୍ତ୍ରୀଲିଙ୍ଗ — Feminine of Bikaṭa
  • ଦେ. ବିଣ. (ସଂ. ବିକଟ) — ବିକଟ — Fierce