ବିକଟାନନ Bikaṭānana

  • ସଂ. ବି. — (କର୍ମଧା; ବିକଟ+ଆନନ) କୁତ୍ସିତ ବା ଭୟଙ୍କର ମୁଖ — Horrible or hideous face
  • ସଂ. ବି. — (ବହୁବ୍ରୀହି)—ଧୃତରାଷ୍ଟ୍ରଙ୍କର ଏକ ପୁତ୍ର — Name of a son of Dhṛutarāshṭra
  • ସଂ. ବିଣ. ପୁଂ — ଯାହା ମୁହଁ ଦେଖିବାକୁ ଭୟଙ୍କର — Having a horrid face