ବାଡ଼ି Bāḍi

  • ବୈଦେ. ବି (ଇଂ. ବଡ଼ିସ୍) — ସ୍ତ୍ରୀଲୋକଙ୍କ ବକ୍ଷଃସ୍ଥଳ ଓ ପେଟ ଆବରଣ କରିବା ଓ ଅଣ୍ଟାପର୍ଯ୍ୟନ୍ତ ଲମ୍ବ କୁର୍ତ୍ତା; ଜାକେଟ୍ — Bodice