ବାଡ଼ି କବାଟ Bāṟḍ̠i kabāṭa

  • ଦେ. ବି (ସଂ. ବାଟିକା+କପାଟ) — ବାଡ଼ିଘର ଅର୍ଥାତ୍ ଗୃହର ପଛଦିଗରେ ଅବସ୍ଥିତ ଘରର ଯେଉଁ କବାଟ ଘରପଛଆଡ଼ର ବାଡ଼ିକୁ ଫିଟି ଥାଏ — Postern of a house