ବାଡ଼ି ଗଡ଼ିଆ Bāṟḍ̠i gaṟḍ̠iā

  • ଦେ. ବି. (ସଂ. ବାଟିକା+ ଗୃହର) — ଭଦ୍ର ଘରର ସ୍ତ୍ରୀମାନଙ୍କ ବ୍ୟବହାରାର୍ଥ ଘରର ପଛ ପଟେ (ବାଡ଼ି ଆଡ଼େ) ଥିବା ଛୋଟ ଜଳାଶୟ — A small tank on the back side of the house of well—to-do people for the exclusive use of the females