ବାଡ଼ବେୟ ସୁତ Bāṟḍ̠abeya suta

  • ଦେ. ବି — ଅଶ୍ୱିନୀକୁମାର ଦ୍ୱୟ — The twin sons of Aswinī
  • ଦେ. ବି — ନଳ ନାମକ ବାନର — A monkey called 'Naḻa.'
  • ଦେ. ବି — ବାଡବେୟ ସୁତ ଭାଷେ ସତ ଏ ତରକ। ଭଞ୍ଜ. ବୈଦେହୀଶବିଳାସ।
  • ଦେ. ବି — [ଦ୍ର—ଏ ଶ୍ରୀରାମଙ୍କ ଅଷ୍ଟ ବାନର ସେନାପତି ମଧ୍ୟରୁ ଜଣେ।]