ବାହୁଡ଼ି Bāhuṟḍ̠i

  • ଦେ. କ୍ରି. ବିଣ — ଲେଉଟ; ପୁଣି; ପୁନର୍ବାର — Again
  • ଦେ. କ୍ରି. ବିଣ — ବାହୁଡ଼ି ବିଜେ କରିଗଲେ ଷୋଳ ସହସ୍ର ଏକା ବେଳେ—ଭୂପତି, ପ୍ରେମପଞ୍ଚାମୃତ
  • ବି. — (ଧ୍ୱନ୍ୟନୁକରଣ) ହାକୁଟି — Eructation