ବାହୁଡ଼ାଇବା Bāhuṟḍ̠āibā
- ଦେ. କ୍ରି — (ବାହୁଡ଼ିବା କ୍ରିୟାର ଣିଜନ୍ତ ରୂପ) — The causative form of Bāhuṟḍ̠ibā)g
- ଦେ. କ୍ରି — ଫେରେଇବା; ଫେରାଇ ଆଣିବା — To cause to come back; to bring back
- ଦେ. କ୍ରି — ମୁଁ ଯେବେ ନେବି ବାହୁ଼ଡ଼ାଇ ପୁଣି ମାରିବ କଂସ ଯାଇ। ଜଗନ୍ନାଥ. ଭାଗବତ।
- ଦେ. କ୍ରି — ଯାଇଥିବା ଲୋକକୁ ବାଟରୁ ଫେରାଇ ଆଣିବା — To bring back a person who has gone