ବାହୁଡ଼ା ବର Bāhuṟḍ̠ā bara

  • ଦେ. ବି — ଯେଉଁ ବର ବିବାହ ପରଦିନ କନ୍ଯା ସହିତ କନ୍ଯା ଗୃହରୁ ନିଜ ଗୃହକୁ ଫେରି ଆସେ — The bridegroom who returns to his house accompanied with his newly married bride on the next day of marriage