ବାହୁଡ଼ିବା Bāhuṟḍ̠ibā

  • ଦେ. କ୍ରି (ସଂ. ବ୍ୟାବୃତ୍ତ, ପ୍ରା, ବାଉଡ୍ଡ) — ଫେରି ଆସିବା; ପ୍ରତ୍ୟାବୃତ୍ତ ହେବା — To return; to come back
  • ଦେ. କ୍ରି (ସଂ. ବ୍ୟାବୃତ୍ତ, ପ୍ରା, ବାଉଡ୍ଡ) — ଦଣ୍ଡକୁ ଦ୍ୟୁମଣି ଅସ୍ତ ହେବା ଜାଣି ବନୁ ବାହୁଡ଼ିବା ବେଳେ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି (ସଂ. ବ୍ୟାବୃତ୍ତ, ପ୍ରା, ବାଉଡ୍ଡ) — ନିଜର ଗତି ଫେରାଇବା — To turn back
  • ଦେ. କ୍ରି (ସଂ. ବ୍ୟାବୃତ୍ତ, ପ୍ରା, ବାଉଡ୍ଡ) — (ଲକ୍ଷଣାର୍ଥ) ଶିଶୁ ଅବସ୍ଥାରେ ମୃତ ହେବା — (figurative) To die in childhood
  • ଦେ. କ୍ରି (ସଂ. ବ୍ୟାବୃତ୍ତ, ପ୍ରା, ବାଉଡ୍ଡ) — (ଯଥା; ମୋର 3 ଟି ପିଲା ମଧ୍ୟରୁ 2 ଟି ବାହୁଡ଼ିଲେ; ସଭା ସାନ ପିଲାଟି ଅଛି।) — (ଯଥା; ମୋର3ଟି ପିଲା ମଧ୍ୟରୁ2ଟି ବାହୁଡ଼ିଲେ; ସଭା ସାନ ପିଲାଟି ଅଛି)