ବାହୁବଳ Bāhubaḻa
- ସଂ. ବି ( 6 ଷ୍ଠୀ ତତ; ବାହୁ+ବଳ) — ମନୁଷ୍ୟର ବାହୁର କ୍ଷମତା; ଭୁଜବଳ — The force of one's arm; prowess
- ସଂ. ବି ( 6 ଷ୍ଠୀ ତତ; ବାହୁ+ବଳ) — ଶାରୀରୀକ ଶକ୍ତି — Bodily strength
- ସଂ. ବି ( 6 ଷ୍ଠୀ ତତ; ବାହୁ+ବଳ) — କ୍ଷାତ୍ରବଳ — The might of a powerful king or warrior
- ସଂ. ବି ( 6 ଷ୍ଠୀ ତତ; ବାହୁ+ବଳ) — ସୈନ୍ୟବଳ — Armed power