ବାହୁପାଶି Bāhupāṡi

  • ଦେ. ବି (ସଂ. ବାହୁପାଶ) ଫାଶରୂପେ କଳ୍ପିତ ଆଲିଙ୍ଗନକାରୀର ବାହୁ — The arms of an embracer compared to a noose
  • ଦେ. ବି (ସଂ. ବାହୁପାଶ) ଦୃଢ଼େ ଜାନୁରେ ଯାକୁଥାଇ କଟୀକି ଗଳେ ଛନ୍ଦି ବାହୁପାଶି। ଭଞ୍ଜ. ପ୍ରେମସୁଧାନିଧି।