ବାହୁପ୍ଳବନ Bāhupḻabana

  • ସଂ. ବି ( 3 ୟା ତତ୍) — ହସ୍ତଦ୍ୱାରା ସନ୍ତରଣ କରିବା କ୍ରିୟା — The act of swimming with the help of the hands only
  • ସଂ. ବି ( 3 ୟା ତତ୍) — ବାହୁପ୍ଳବନରେ କେତେଦୂର ଯିବା ଅନ୍ତତ ନାହିଁ ଅର୍ଣ୍ଣବେ ଯେ। ଭଞ୍ଜ. ବୈଦେହୀଶବିଳାସ।