ବାହୁଲ୍ୟ Bāhulya

  • ସଂ. ବି (ବହୁଳ+ଭାବ. ଯ) — ବହୁଳତା; ଆଧିକ୍ୟ; ଆତିଶଯ୍ଯ — Excess; multiplicity; abundance
  • ସଂ. ବି (ବହୁଳ+ଭାବ. ଯ) — ଅତିଶୟୋକ୍ତି — Exaggeration