ବାସ୍ତୁ Bāstu
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ବାସ; ଗୃହ — Residence; house
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ବାସ ସ୍ଥାନ — Place of residence
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ପୁରୁଷାନୁକ୍ରମରେ ଯେଉଁଠାରେ ବାସ କରାଯାଏ; ଭିଟା — One's ancestral residence
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ଘର ତଳି; ଗୃହର ସ୍ଥଳୀ; ଯେଉଁ ଜମି ଉପରେ ଘର ତୋଳାଯାଏ; ଘର ଡିହ — The site of a house
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ଘରବାଡ଼ି; ଗୃହ ଓ ତତ୍ ସଂଲଗ୍ନ ଭୂମି — Homestead
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ଗ୍ରାମର ଗୃହସମଷ୍ଟି ଓ ତତ୍ ସଂଲଗ୍ନ ଭୂମି — The site of a residential village
- ସଂ. ବି. (ବସ ଧାତୁ+ଅଧିକରଣ; ତୁ) — ବଥୁଆଶାଗ (ହରେକୃଷ୍ଣ ଦ୍ରବ୍ୟଗୁଣ) — Chenopodium Album (potherb)