ବାସ୍ତବ୍ୟ Bāstabya
- ସଂ. ବିଣ (ବାସ୍ ଧାତୁ ଣିଚ୍=ବାସି ଧାତୁ+କର୍ମ.ତବ୍ୟ) — ବାସଯୋଗ୍ୟ — Habitable
- ସଂ. ବିଣ (ବାସ୍ ଧାତୁ ଣିଚ୍=ବାସି ଧାତୁ+କର୍ମ.ତବ୍ୟ) — ପ୍ରତିବାସୀ — Neighbouring
- ସଂ. ବିଣ (ବାସ୍ ଧାତୁ ଣିଚ୍=ବାସି ଧାତୁ+କର୍ମ.ତବ୍ୟ) — ଅଧିବାସୀ — Resident; residing
- ବି. — ଗୃହ — House; residence
- ଦେ. ଅ — ବସ୍ତୁତଃ; ବାସ୍ତବରେ, ବାସ୍ତବିକ — Eventually
- ଦେ. ଅ — ବାସ୍ତବ୍ୟ ଆପଣ ପରା କେ ଅଛି ବଇଲେ ପଦାର୍ଥ ନ ତୁଟେ କିଛି। ଭଞ୍ଜ ବୈଦେହୀଶବିଲାସ।