ବାସ୍ତବିକ Bāstabika

  • ସଂ. ବି (ବସ୍ତୁ+ଇକ) — ନିଶ୍ଚିତ — Certain
  • ସଂ. ବି (ବସ୍ତୁ+ଇକ) — ଯଥାର୍ଥ — Actual
  • ସଂ. ବି (ବସ୍ତୁ+ଇକ) — ପ୍ରକୃତ — Real
  • ସଂ. ବି (ବସ୍ତୁ+ଇକ) — ସତ୍ୟଭୂତ — True
  • ଦେ. କ୍ରି. ବିଣ — ଯଥାର୍ଥରେ — Actually
  • ଦେ. କ୍ରି. ବିଣ — ସତେ; ସତରେ; ପ୍ରକୃତରେ — Truly; really