ବାସ୍ତୁକ Bāstuka

  • ସଂ. ବି. (ବାସ୍ତୁ+କ) — ବଥୁଆ ଶାଗ — Chenopodium (pot-herb)
  • ସଂ. ବି. (ବାସ୍ତୁ+କ) — ପୁନର୍ନବା; ପୁରୁଣୀ ଶାଗ (ହି. ଶବ୍ଦସାଗର) — Hogweed