ବାସ ଯୋଗ Bāsa j̄oga
- ସଂ. ବି—(ବ୍ୟାସ=ସୁଗନ୍ଧ+ଯୋଗ=ମିଶ୍ରଣ) — ସୁଗନ୍ଧଚୂର୍ଣ୍ଣ — Scented powder
- ସଂ. ବି—(ବ୍ୟାସ=ସୁଗନ୍ଧ+ଯୋଗ=ମିଶ୍ରଣ) — ଫଗୁ; ଅବିର — Coloured red powder used in sprinkling in sport during the Holi festival
- ସଂ. ବି—(ବ୍ୟାସ=ସୁଗନ୍ଧ+ଯୋଗ=ମିଶ୍ରଣ) — (ଅନ୍ୟ ଶବ୍ଦ ସଙ୍ଗେ ପ୍ରଜୁଯ୍ଯ) ବାସ କରିବାର ଅବଶ୍ୟମ୍ଭାବୀ ଘଟଣା — A concatenation of circumstances leading to one living in 'Bana' or 'Kārā' etc
- ସଂ. ବି—(ବ୍ୟାସ=ସୁଗନ୍ଧ+ଯୋଗ=ମିଶ୍ରଣ) — (ଯଥା—ରାମଚନ୍ଦ୍ରଙ୍କୁ ବନବାସ ଯୋଗ ଥିଲା।)