ବାସ ରହିତ Bāsa rahita

  • ସଂ. ବିଣ—( 3 ୟା ତତ୍) — ଗୃହହୀନ — Home less
  • ସଂ. ବିଣ—( 3 ୟା ତତ୍) — ଗନ୍ଧହୀନ — Smell-less
  • ସଂ. ବିଣ—( 3 ୟା ତତ୍) — ବସ୍ତ୍ରହୀନ — Clothless
  • ସଂ. ବିଣ—( 3 ୟା ତତ୍) — ନଗ୍ନ — 3. Naked