ବାସ ଦେବା Bāsa dabā

  • ଦେ. କ୍ରି — ବାସିବା; ସୁଗନ୍ଧ ଦେବା — To emit smell
  • ଦେ. କ୍ରି — ରହିବାକୁ ସ୍ଥାନ ଦେବା — To allow a person to live in place
  • ଦେ. କ୍ରି — (ଯଥା— ପେଟ ମରା ଯନ୍ତ୍ରଣା ମତେ ସ୍ୱର୍ଗ, ମର୍ତ୍ତ୍ୟ ପାତାଳରେ ବାସ ଦେଉ ନାହିଁ।)