ବାସଅଙ୍ଗୀ Bāsa-aṅgī
- ଦେ. ବିଣ. ସ୍ତ୍ରୀ. (ସଂ. ବାସ+ଅଙ୍ଗ) — ସୌରଭାଙ୍ଗୀ — Having limbs emitting sweet scent
- ଦେ. ବିଣ. ସ୍ତ୍ରୀ. (ସଂ. ବାସ+ଅଙ୍ଗ) — ବାସ ବାସ ଅଙ୍ଗୀର ଖସିଲା ଦୀପ୍ତ ସ୍ତନ। ଭଞ୍ଜ. ବୈଦେହୀଶବିଳାସ।
- ଦେ. ବିଣ. ସ୍ତ୍ରୀ. (ସଂ. ବାସ+ଅଙ୍ଗ) — ବସ୍ତ୍ରପରିହିତାଙ୍ଗୀ — Wearing clothes
- ଦେ. ବିଣ. ସ୍ତ୍ରୀ. (ସଂ. ବାସ+ଅଙ୍ଗ) — ବାସ ଅଙ୍ଗୀରେ ଆଲିଙ୍ଗନ ବିଚିତ୍ର କଳାବତୀ ଘେନ। ଭଞ୍ଜ, ବୈଦେହୀଶବିଳାସ।