ବାଳ ଶିଷ Bāḻa ṡiṡha
- ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ଛୋଟ ବାଳକ; ଶିଶୁ ବାଳକ — Young boy; malechild
- ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ବାଳକ ସଙ୍ଗୀ — Boy-companion
- ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ବୃନ୍ଦାବନରେ କରନ୍ତି ବିଳାସ, ସଙ୍ଗେ ଘେନି ଅନେକ ବାଳଶିଷ। ଭକ୍ତଚରଣ ମଥୁରାମଙ୍ଗଳ।
- ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ବିଦ୍ୟାଳୟରେ ପଢୁଥିବା ସାନ ପିଲା — A young boy or infant reading in school