ବାଳ ଶିଷି Bāḻa ṡishi

  • ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ଛୋଟ ବାଳକ; ଶିଶୁ ବାଳକ — Young boy; malechild.2 ବାଳକ ସଙ୍ଗୀ— Boy-companion
  • ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ବୃନ୍ଦାବନରେ କରନ୍ତି ବାଳିସ, ସଙ୍ଗେ ଘେନି ଅନେକ ବାଳଶିଷ। ଭକ୍ତଚରଣ ମଥୁରାମଙ୍ଗଳ।
  • ଗ୍ରା. ବି—(ସଂ. ବାଳ+ଶିଷ୍ୟ ବା ଶିଶୁ) — ବିଦ୍ୟାଳୟକରେ ପଢୁଥିବା ସାନ ପିଲା — A young boy or infant reading in school