ବାଳ ଲୀଳା Bāḻa līḻā
- ସଂ. ବି—( 6 ଷ୍ଠୀ ତତ୍) — ବାଳକମାନଙ୍କର କ୍ରୀଡ଼ା — Boy's game
- ସଂ. ବି—( 6 ଷ୍ଠୀ ତତ୍) — ଶିଶୁକାଳରେ କୌଣସି ବ୍ୟକ୍ତିର କ୍ରୀଡ଼ା କୌତୁକ — Sports of a person during childhood
- ଦେ. ବି — ଦେବତାଙ୍କ ଭୋଗରୁ ସମବେତ ବାଳକମାନଙ୍କ ମଧ୍ୟରେ ବଣ୍ଟନ — Distribution of sweets amongst the assembled boys after they are offered to a Deity