ବାଳ ହସ୍ତ Bāḻa hasta

  • ସଂ. ବି—(ଉପମିତ କର୍ମଧାରୟ; ବାଳ ହସ୍ତ ପରି) — କେଶଗୁଚ୍ଛ; — A tuft of hair
  • ସଂ. ବି—(ଉପମିତ କର୍ମଧାରୟ; ବାଳ ହସ୍ତ ପରି) — ଲାଙ୍ଗୁଳ — Tail