ବାଲୁକା Bālukā
- ସଂ. ବି—(ବଳ୍ ଧାତୁ+ଉ+କ) — ବାଲି — Sand
- ସଂ. ବି—(ବଳ୍ ଧାତୁ+ଉ+କ) — ଶାଖା — Branch
- ସଂ. ବି—(ବଳ୍ ଧାତୁ+ଉ+କ) — ହସ୍ତ—ପଦାଦି — Limbs
- ସଂ. ବି—(ବଳ୍ ଧାତୁ+ଉ+କ) — କାକୁଡ଼ି — Cucumber
- ସଂ. ବି—(ବଳ୍ ଧାତୁ+ଉ+କ) — କର୍ପୂର — Camphor
- ସଂ. ବି—(ବଳ୍ ଧାତୁ+ଉ+କ) — ବାଲୁକା—ସ୍ୱେଦ; ବାଲିସେକ — Sand bath
- ସଂ. ବି—(ବଳ୍ ଧାତୁ+ଉ+କ) — ବାଲୁକାଯନ୍ତ୍ର — Bālukā J̄antra (See)