ବାଲୁକା ଶଙ୍କର Bālukā ṡaṅkara

  • ସଂ. ବି — ପୂଜାର୍ଥ ନିର୍ମିତ ବାଲୁକାର ଶିବ ଲିଙ୍ଗ — Ṡiba liṅga or a phallic image prepared with sand
  • ସଂ. ବି — [ଦ୍ର—କୁମାରୀମାନେ ବାଲି ତୃତୀୟା ଦିନ ଜଳାଶୟ କୁଳରେ ବାଲୁଙ୍କା ଶଙ୍କର ପୂଜା କରନ୍ତି।]