ବାଲୁ Bālu

  • ସଂ. ବି—(ବଳ୍ ଧାତୁ=ବୃଦ୍ଧି ପାଇବା+କର୍ତ୍ତୃ. ଉ) — ବାଲି; ସିକତା — Sand
  • ଦେ. ବି — (ବାଲୁକେଶ୍ୱର ନାମକ ବ୍ୟକ୍ତିର ଡାକ ନାମ) — A name for calling Bālukeṡwara
  • ପ୍ରାଦେ (ଆଳି) ବି — ବାଲୁଅ (ଦେଖ) — Bālua (See)