ବାଲୁଅ Bālua

  • ଦେ. ବି — ଯନ୍ତ୍ର ବା ତେଣ୍ଡାର ବାହାଲ ମୁଣ୍ଡକୁ ଭାରୀ କରାଇବାଲାଗି ଦିଆ ଯାଇଥିବା ମାଟି ପିଣ୍ଡୁଳା — The ball of mud or ballast put to the further end of a water-lifting crane to lessen the exertion of the person in lifting water at the other end