ବାଲିଆ Bāḻiā
- ଦେ. ବି — (ସଂ. ବାଳମତ୍ସ୍ୟ)—ଏକପ୍ରକାର କାତି ନ ଥିବା ବଡ଼ ମାଛ — The cat fish; Wallago Attu; Cyprinus Denticulatus
- ଦେ. ବି — [ଦ୍ର—ଏହାର ମୁହଁର ଦୁଇ ପାଖରେ ଦୁଇଟି ଲେଖାଏଁ ବଡ଼ ବାଳ ପରି
- ଦେ. ବି — ନିଶ ଥିବାରୁ ଏପରି ନାମ ହୋଇ ଅଛି। ଏ ମାଛ ଲମ୍ବରେ 3 ହାତ ପର୍ଯ୍ଯନ୍ୟ ବଢ଼ିବାର ଦେଖାଅଛି। ଏମାନେ ପୋଖରୀର ଅନ୍ୟ ମାଛ— ମାନଙ୍କୁ ଖାଇ ଯାଆନ୍ତି ଓ ମାଂସ ଖାଆନ୍ତି। ଅତି ବୃହତ୍ ବାଳିଆ ମାଛକୁ ରାଘବ ବୋଲାଯାଏ। ବୈଦ୍ୟ ଶାସ୍ତ୍ର ମତରେ ଏହା ଶ୍ଳେଷ୍ମକର, ବଳ ବର୍ଧକ। ଏହାଦ୍ୱାରା ରକ୍ତ ପିତ୍ତ ଦୂଷିତ ଓ କୁଷ୍ଠ ରୋଗ ଉତ୍ପନ୍ନ ହୁଏ। ଛୋଟ ବାଳିଆମାଛକୁ ବାଳିଆ ପତକା ବୋଲାଯାଏ।] — ନିଶ ଥିବାରୁ ଏପରି ନାମ ହୋଇ ଅଛି ଏ ମାଛ ଲମ୍ବରେ3ହାତ ପର୍ଯ୍ଯନ୍ୟ ବଢ଼ିବାର ଦେଖାଅଛି ଏମାନେ ପୋଖରୀର ଅନ୍ୟ ମାଛ— ମାନଙ୍କୁ ଖାଇ ଯାଆନ୍ତି ଓ ମାଂସ ଖାଆନ୍ତି ଅତି ବୃହତ୍ ବାଳିଆ ମାଛକୁ ରାଘବ ବୋଲାଯାଏ ବୈଦ୍ୟ ଶାସ୍ତ୍ର ମତରେ ଏହା ଶ୍ଳେଷ୍ମକର, ବଳ ବର୍ଧକ ଏହାଦ୍ୱାରା ରକ୍ତ ପିତ୍ତ ଦୂଷିତ ଓ କୁଷ୍ଠ ରୋଗ ଉତ୍ପନ୍ନ ହୁଏ ଛୋଟ ବାଳିଆମାଛକୁ ବାଳିଆ ପତକା ବୋଲାଯାଏ]
- ଦେ. ବି — ବାଳିଆ ବାଉଁଶ (ଦେଖ) — Bāḻiā Bāuñṡa (See)