ବାଲିଅନ୍ତା Bālianṭā
- ଦେ. ବି — ପୁରୀ ଜିଲ୍ଲାର ଭୁବନେଶ୍ୱର ନିକଟସ୍ଥ ଗ୍ରାମ ବିଶେଷ — Name of a village in the district of Puri near Bhubaneswar
- ଦେ. ବି — [ଦ୍ର—ଏହିଠାରେ କୁଶଭଦ୍ରା କୁଆଖାଇରୁ ବାହାରି, ଏହା ଦୁଇଟି ନଦୀଗର୍ଭର ବିସ୍ତୀର୍ଣ୍ଣ ବାଲୁକାମୟ ସ୍ଥାନ ଥିବାରୁ ଏପରି ନାମ ହୋଇଅଛି।]