ବାଲି ହରିଣ Bāli hariṇa
- ଦେ. ବି — ଏକଜାତୀୟ ଛୋଟ ହରିଣ; ବାଉଟିଆ — The black buck
- ଦେ. ବି — [ଦ୍ର—ଏମାନେ ପୁରୀଜିଲ୍ଲାର ସମୁଦ୍ର ଉପକୂଳସ୍ଥ ବାଲିରେ ଦଳ ଦଳ ହୋଇ ବୁଲୁଥାଆନ୍ତି।]
- ଦେ. ବି — (ଲକ୍ଷଣାର୍ଥ) (ତୃଣହୀନ ବାଲିରେ ହରିଣମାନଙ୍କ ଖାଦ୍ୟୋପଯୋଗୀ ବୃକ୍ଷ ଲତାଦି ନ ଥିବାରୁ ଓ ସେମାନଙ୍କ ଖାଦ୍ୟୋପଯୋଗୀ ଗୁଳ୍ମାଦି ସେମାନଙ୍କୁ ଈଶ୍ୱର ଯୋଗାଉ ଥିବାରୁ) ନିର୍ଦ୍ଦିଷ୍ଟ ଉପାୟହୀନ ଯେଉଁ ବ୍ୟକ୍ତିଙ୍କୁ ଈଶ୍ୱର ଖାଦ୍ୟ ଯୋଗାନ୍ତି। ଆକାଶ ପାଣିଆଁ ଲୋକ — (figurative) A person who depends on the Providence for his maintenance