ବାଲି ସାହି Bāli sāhi

  • ଦେ. ବି — ବାଲୁକାମୟ ସ୍ଥାନରେ ପ୍ରତିଷ୍ଠିତ ଲୋକବସତି — A village on a sandy place or site
  • ଦେ. ବି — [ଦ୍ର—ପୁରୀ ସଦରର ଗୋଟିଏ ସାହିକୁ ଓ ଉକ୍ତ ଜିଲ୍ଲାର ରାହାଙ୍ଗ ପ୍ରଗଣାର ଗୋଟିଏ ଗ୍ରାମକୁ ବାଲିସାହି ନାମ ଦିଆ ଯାଇ ଅଛି।]