ବାରସୁତ Bārasuta

  • ଦେ. ବି — ଶ୍ରୀକୃଷ୍ଣଙ୍କ ସହଚର 12 ଜଣ ଗୋପାଳ ବାଳକ — ଶ୍ରୀକୃଷ୍ଣଙ୍କ ସହଚର12ଜଣ ଗୋପାଳ ବାଳକ— The twleve cowherd boys, companions of Ṡrīkṛushṇa
  • ଦେ. ବି — ମୁକୁନ୍ଦ ଅନନ୍ତ ବତ୍ସ ସବନ ସୁଦାମ, ଯାଦବ ବାଳକ ମଧୁ ମଥୁରି ଉତ୍ପାନ। ଗୋବିନ୍ଦ ଯେ ବୃନ୍ଦାବନ ବାରସୂତ ଶୁଣ; ଉତ୍ତମ ଗୋପାଳ ତୁମ୍ଭେ ମୂଳେ ଥିବ ପୁଣ। ଅଚ୍ୱୁତାନନ୍ଦ. ଶ୍ରୀ ଗୁରୁଭକ୍ତି ଗୀତା।