ବାରଶିଂଘା Bāraṡiṁghā
- ଦେ. ବି. (ସଂ. ଦ୍ୱାଦଶ; ପ୍ରା. ବାରହ+ଶୃଙ୍ଗ) — ଏକପ୍ରକାର ହରିଣ; ଯେଉଁ ହରିଣର ଶିଙ୍ଗରୁ 12 ଗୋଟି ବା ବହୁଶାଖା ବାହାରି ଥାଏ — ଏକପ୍ରକାର ହରିଣ; ଯେଉଁ ହରିଣର ଶିଙ୍ଗରୁ2ଗୋଟି ବା ବହୁଶାଖା ବାହାରି ଥାଏ— . An antler
- ଦେ. ବି. (ସଂ. ଦ୍ୱାଦଶ; ପ୍ରା. ବାରହ+ଶୃଙ୍ଗ) — ବାରାଶିଙ୍ଗା (ଦେଖ) — Bārāṡiṅgā (See)